Odia panikia 2 to 99

ତଳେ ଦିଆ ଯାଇଥିବା ପଣିକିଆ ସାଧାରଣତଃ ଭାବରେ ଓଡ଼ିଆ medium student ମାନେ school ରେ ପଢ଼ିଥାନ୍ତି | ଏହି article ରେ ଆମେ ୨ ଠାରୁ ୯୯ (Odia panikia 2 to 99)ପର୍ଯ୍ୟନ୍ତ ପାଣିକିଆ ଶିଖାଇବାକୁ ଚେଷ୍ଟା କରିବୁ | ସାଧାରଣତଃ ଭାବେ ପିଲାମାନେ ୨ ରୁ ୨୫କ (panikia 2 to 25) ଯାଏଁ ପାଣିକିଆ ମନେ ରଖିବାକୁ ପଡ଼ିଥାଏ, ଯାହାକି ନିହାତି ପ୍ରତ୍ୟେକ ଛାତ୍ର ପାଇଁ ଆବଶ୍ୟକ | କିନ୍ତୁ ଆମେ ଏଠାରେ ପ୍ରଯତ୍ନ କରିଛୁ ଯେ କିପରି ଭାବେ କୌଣସି ଛାତ୍ର ସହଜରେ ୯୯ ପର୍ଯ୍ୟନ୍ତ ପାଣିକିଆ ମନେରଖିପାରିବ |

Odia Panikia 2 to 25 Table image

Panikia in english is known as multiplication table.

୨ ଠାରୁ ୨୫ (panikia 1 to 25, as 1 multiplication table is easy we directly started from 2)ପର୍ଯ୍ୟନ୍ତ ପଣିକିଆ ଏଠାରେ picture ମାଧ୍ୟମରେ ଦର୍ଶା ଯାଇଛି କିନ୍ତୁ ଉପରେ ଦିଆ ଯାଇଥିବା Heading ରେ ଲେଖା ଯାଇଛି ଯେ ୨ ଠାରୁ ୯୯ ତେଣୁ ଆମେ କିଛି trick ମଧ୍ୟ ବତେଇବୁ ଯାହା ଦ୍ୱାରା ୯୯ ପର୍ଯ୍ୟନ୍ତ ଯେ କୌଣସି ସଂଖ୍ୟାର ପଣିକିଆ ସହଜରେ ପାଇପାରିବେ |

ବର୍ତମାନ ଆମେ ୯ ଠାରୁ ୧୫ ପର୍ଯ୍ୟନ୍ତ ପାଣିକିଆ (panikia odia )ଦେଖିବା ଓ ଲେଖା ଶିଖିବା |

ବର୍ତ୍ତମାନ ଆମେ ୧୬ ଠାରୁ ୨୧ ପର୍ଯ୍ୟନ୍ତ ପାଣିକିଆ ଦେଖିବା ଓ ଲେଖା ଶିଖିବା |

Read Other Articles

Hariharan Sankatmochan Hanuman Ashtak lyrics Odia

Asali panchang odia calendar 2023

ଏବେ ଆମେ ୨୨ ଠାରୁ ୨୫ ପର୍ଯ୍ୟନ୍ତ ସଂଖ୍ୟା ପାଣିକିଆ ପଢିବା |

୨୫ କ ପଣିକିଆ (panikia table) ସରିଗଲାପରେ ଆମେ କେହି ୨୬କ ପଣିକିଆ ଘସିବାପାଇଁ ଚେଷ୍ଟା କରୁନାହୁଁ | କିନ୍ତୁ ଯଦି ବହୁତ ସହଜରେ ଏଭଳି ୨୬କ ଠାରୁ ୯୯ ପର୍ଯ୍ୟନ୍ତ ପଣିକିଆ ମନେ ରହନ୍ତା କେତେ ବଢିଆ ହୁଅନ୍ତା | ତଳେ ଏହିଭଳି example ଦିଆଯାଇଛି | Click the link to know more

Odia panikia 26 formula

Leave a Reply

Your email address will not be published. Required fields are marked *