ଆସନ୍ତୁ 2024 calendar with holidays ବିଷୟରେ ଜାଣିବା | ଭାରତୀୟ ଭାବେ ବିଭିନ୍ନ ଧର୍ମ (religion) ଓ ବର୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ | ଆମ ସମସ୍ତଙ୍କର ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଭାଷା ବେସଭୁଷା ଓ ପର୍ବ ପର୍ବାଣି ରହିଛି | ସେହି ଭଳି ଭାବରେ ଓଡିଶାରେ ଥିବା ଅଗଣିତ ପରବାରଙ୍କ ପାଇଁ ବାର ମାସରେ ତେର ପର୍ବ ରହିଛି | ଏଠି ଜଗନ୍ନାଥ ସଂସ୍କୃତି ରେ ପ୍ରତି ମାସରେ କିଛି ନ| କିଛି ପର୍ବ ପର୍ବାଣି ଥାଏ | ତେଣୁ ଓଡ଼ିଆ ପାଠକ ବୃନ୍ଦଙ୍କ ପାଇଁ ଅସଲି ଓଡ଼ିଆ କ୍ୟାଲେଣ୍ଡର ଦିଆ ଯାଇଛି (Odia calendar 2024) |
ଓଡ଼ିଶାରେ ଅନେକ ପ୍ରକାରର ପଞ୍ଜିକାର ପ୍ରଚଳନ ଅଛି | ଏଠାରେ ବିଭିନ୍ନ ପଞ୍ଚାଙ୍ଗ ବା ପାଞ୍ଜି (Oriya Odia Panji 2024 )ର ନାମ ଦିଆଯାଇଛି ଯେପରିକି କୋହିନୂର ପ୍ରେସ୍ର ପଞ୍ଜିକା(Kohinoor calendar 2024), ରାଧାରମଣ ପାଞ୍ଜି (Radharaman Calendar 2024 ), ବିରଜା କ୍ୟାଲେଣ୍ଡର ଓ ରାଶିଫଳ (Biraja calendar 2024 or Biraja panjika 2024)ଏବଂ ଭାଗ୍ୟଦୀପ(Bhagyadeep panjika 2024 or Bhagyadeep calendar 2024) | ଏ ସମସ୍ତ ପାଞ୍ଜିରେ ଗ୍ରହ ନକ୍ଷେତ୍ର ହିସାବ ପ୍ରାୟତଃ ସମାନ | ଏଠାରେ ଏକ କ୍ୟାଲେଣ୍ଡରର ବ୍ୟାଖ୍ୟା ଦିଆଯାଇଛି | 2024 calendar with Indian holidays .
January 2024 calendar Odia
ଆସନ୍ତୁ ଜାନୁଆରୀ ମାସ (Odia calendar January 2024)ବିଷୟରେ ଜାଣିବା | We will know about calendar 2024 India with holidays and festivals | ଏହା ପୌଷ ମାସ (Pausa masa 2024 odia)ଭାବେ ପରିଚିତ | | ଏହି ମାସରେ ଶାମ୍ବ ଦଶମୀ , ମକର ସଂକ୍ରାନ୍ତି, ତ୍ରିବେଣୀ ଅମାବାସ୍ୟା, ନେତାଜୀ ଜୟନ୍ତୀ, ଗଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା 2024 ରେ ପଡିଛି |
ସମୟ ସମୟରେ ଇଂରାଜୀ ମାସ ଏବଂ ଓଡ଼ିଆ ମାସ ମଝି ମଝିଆରେ ପଡ଼େ | ଗୋଟେ ଓଡ଼ିଆ ମାସ ଦୁଇଟି ଇଂରାଜୀ ମାସରେ ପଡ଼ିଥାଇ ଯେପରିକି ଡ଼ିସେମ୍ବର ଓ ଜାନୁଆରୀ ମଝିରେ ପୌଷ ପଡ଼ିଥାଏ | ଭାରତର ଅନ୍ୟ ରାଜ୍ୟରେ ନୂଆବର୍ଷ ଚୈତ୍ର ପ୍ରତିପଦା ରେ ପାଳନ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ରକୁ ଆଧାର କଲେ ମାର୍ଗଶିର କୁ ମାର୍ଗଶୀର୍ଷ ବୋଲି ମଧ୍ୟ କୁହାଯାଏ | ଏହି ମାର୍ଗଶିର ଠାରୁ ପୃଥିବୀର ନୂଆ ମାର୍ଗ ସୃଷ୍ଟି ହୋଇଥାଏ ତେଣୁ ଡ଼ିସେମ୍ବର ଶେଷ ଓ ଜାନୁଆରୀ ପ୍ରାରମ୍ଭକୁ ସମଗ୍ର ବିଶ୍ୱରେ ନୂଆବର୍ଷ ବୋଲି ପାଳନ ମଧ୍ୟ କରାଯାଏ | କିନ୍ତୁ ଓଡ଼ିଆ ପର୍ବ ପର୍ବାଣି ଓଡ଼ିଆ ପାଞ୍ଜି ବା କ୍ୟାଲେଣ୍ଡରକୁ ଆଧାରକରି ପ୍ରସ୍ତୁତ ହୋଇଥାଏ |
In this month english new year 2024 is celebrated on 1st January. Great Odia astronomer Pathani samanta jayanti is celebrated on 4th Jan. Bakula new moon day or Boula amavasya, Makar sankranti comes in January. Other festivals like samba dasami, Netaji birth anniversary, mostly celebrated in this month. Guru purnima or Pousha full moon day comes in this month. 26th Jan republic day comes on Friday in this year which is a good sign for people as they can get leave on saturday and sunday also. January 2024 calendar with holidays is rxplained here.
Odia calendar 2024 February
February is well known for Saraswati puja, Kumbha sankranti and Magha purnami. February 2024 calendar with holidays is shown below for Odisha.
Odia calendar 2024 March
ଏହି ମାସରେ ( phalguna masam 2024) ଫଗୁ ଦଶମୀ, ଦୋଳ ପୁର୍ନମି, ହୋଲି, ଅଶୋକା ଅଷ୍ଟମୀ ଓ ଶ୍ରୀ ରାମ ନବମୀ ଉତ୍ସବ ପାଳନ କରାଯିବ | ଏହା ସହିତ ରମଯାନ ମାସର ଆରମ୍ଭ ହେବ | This year good friday comes in this month . march 2024 calendar with holidays India photo is shown below.
Odia April 2024 calendar
ସ୍ୱତନ୍ତ୍ର ଓଡିଶା ଗଠନ ଦିବସ ଭାବରେ ପରିଗଣିତ ଉତ୍କଳ ଦିବସ ଏହି ମାସରେ ପଡିଥାଏ | ଚୈତ୍ର ପୁର୍ଣିମା, ମହାବିଷୁଭ ପଣା ସଂକ୍ରାନ୍ତି, ଇଦୁଲଫିତର ମାସ ଶେଷ , ଅକ୍ଷୟ ତୃତୀୟା ଆଦି ଏହି ମାସରେ ପଡ଼େ |
Read other articles
Asali panchang odia calendar 2023
Odia May 2024 calendar
ଏହି May ମାସରେ ଶ୍ରମିକ ଦିବସ, ନୃସିଂହ ଜନ୍ମ, ଚନ୍ଦନ ପୁର୍ଣିମା, ବୁଦ୍ଧ ଜୟନ୍ତୀ, ବୃଷ ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ, ଗଙ୍ଗା ଦଶହରା ଆଦି ପାଳନ କରାଯାଏ |
1st May is celebrated as labor day. Srikhetra chandan jatra and Utkal chandan jatra also celebrated in this month this year.
Odia June 2024 calendar
ଏହି ମାସରେ ଦେବସ୍ନାନ ପୁର୍ନମି, ରଜ(ମିଥୁନ ସଂକ୍ରାନ୍ତି ), ନେତ୍ରଉତ୍ସବ, ଶ୍ରୀ ଗୁଣ୍ଡିଚା,ବାହୁଡା ରଥ ଯାତ୍ରା, ଇଦୁଲ ଜୁହା, ସୁନା ବେଶ ଆଦି ଉତ୍ସବ ପାଳନ କରାଯାଏ |
Savitri amavasya or new moon day is celebrated this year in this month.
Odia calendar July 2024
Netra utsav, Sri gundicha jatra ( Car festival 2024 ) . Odia calendar 2024 India with holidays and festivals for July month is given below.
Odia calendar August 2024
Raksha bandhan, khudurukuni osha, Sri krushna janma ashtami comes in this month in 2024.
Odia calendar 2024 September
Guru diwas ( Teachers day ), Ganpati puja, Nua khai, Bhagwat janma comes in this month.
Odia calendar October 2024
mahalaya amavasya, Durga puja, gaja laxmi puja, garvana sankranti is celebrated in this month. Diwali 2024 date in india calendar is 31 october 2024.
Odia calendar 2024 November
kartika amavasya, radha pada darshana, rasa purnima, bali jatra, kartikeswara puja
Odia calendar 2024 December
manabasa osha, dhanu sankranti, jesus christ jayanti,
calendar 2024 with holidays is explained in this blog.