ଆସନ୍ତୁ Odia calendar 2023 ବିଷୟରେ ଜାଣିବା | ଭାରତୀୟ ଭାବେ ବିଭିନ୍ନ ଧର୍ମ ଓ ବର୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ | ଆମ ସମସ୍ତଙ୍କର ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଭାଷା ବେସଭୁଷା ଓ ପର୍ବ ପର୍ବାଣି ରହିଛି | ସେହି ଭଳି ଭାବରେ ଓଡିଶାରେ ଥିବା ଅଗଣିତ ପରବାରଙ୍କ ପାଇଁ ବାର ମାସରେ ତେର ପର୍ବ ରହିଛି | ଏଠି ଜଗନ୍ନାଥ ସଂସ୍କୃତି ରେ ପ୍ରତି ମାସରେ କିଛି ନ| କିଛି ପର୍ବ ପର୍ବାଣି ଥାଏ | ତେଣୁ ଓଡ଼ିଆ ପାଠକ ବୃନ୍ଦଙ୍କ ପାଇଁ ଅସଲି ଓଡ଼ିଆ କ୍ୟାଲେଣ୍ଡର ଦିଆ ଯାଇଛି |
ଓଡ଼ିଶାରେ ଅନେକ ପ୍ରକାରର ପଞ୍ଜିକାର ପ୍ରଚଳନ ଅଛି | ଏଠାରେ ବିଭିନ୍ନ ପଞ୍ଚାଙ୍ଗ ବା ପାଞ୍ଜି ର ନାମ ଦିଆଯାଇଛି ଯେପରିକି କୋହିନୂର ପ୍ରେସ୍ର ପଞ୍ଜିକା(Kohinoor calendar 2023), ରାଧାରମଣ ପାଞ୍ଜି (Radharaman Calendar 2023 ), ବିରଜା କ୍ୟାଲେଣ୍ଡର ଓ ରାଶିଫଳ (Biraja calendar 2023 or Biraja panjika 2023)ଏବଂ ଭାଗ୍ୟଦୀପ(Bhagyadeep panjika 2023 or Bhagyadeep calendar 2023) | ଏ ସମସ୍ତ ପାଞ୍ଜିରେ ଗ୍ରହ ନକ୍ଷେତ୍ର ହିସାବ ପ୍ରାୟତଃ ସମାନ | ଏଠାରେ ଏକ କ୍ୟାଲେଣ୍ଡରର ବ୍ୟାଖ୍ୟା ଦିଆଯାଇଛି |
Odia calendar 2023
ଆସନ୍ତୁ ଜାନୁଆରୀ ମାସ (Odia calendar January 2023)ବିଷୟରେ ଜାଣିବା | ଏହା ପୌଷ ମାସ (Pausa masa 2023 odia)ଭାବେ ପରିଚିତ | | ଏହି ମାସରେ ଶାମ୍ବ ଦଶମୀ , ମକର ସଂକ୍ରାନ୍ତି, ତ୍ରିବେଣୀ ଅମାବାସ୍ୟା, ନେତାଜୀ ଜୟନ୍ତୀ, ଗଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା 2023 ରେ ପଡିଛି |
ସମୟ ସମୟରେ ଇଂରାଜୀ ମାସ ଏବଂ ଓଡ଼ିଆ ମାସ ମଝି ମଝିଆରେ ପଡ଼େ | ଗୋଟେ ଓଡ଼ିଆ ମାସ ଦୁଇଟି ଇଂରାଜୀ ମାସରେ ପଡ଼ିଥାଇ ଯେପରିକି ଡ଼ିସେମ୍ବର ଓ ଜାନୁଆରୀ ମଝିରେ ପୌଷ ପଡ଼ିଥାଏ | ଭାରତର ଅନ୍ୟ ରାଜ୍ୟରେ ନୂଆବର୍ଷ ଚୈତ୍ର ପ୍ରତିପଦା ରେ ପାଳନ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ରକୁ ଆଧାର କଲେ ମାର୍ଗଶିର କୁ ମାର୍ଗଶୀର୍ଷ ବୋଲି ମଧ୍ୟ କୁହାଯାଏ | ଏହି ମାର୍ଗଶିର ଠାରୁ ପୃଥିବୀର ନୂଆ ମାର୍ଗ ସୃଷ୍ଟି ହୋଇଥାଏ ତେଣୁ ଡ଼ିସେମ୍ବର ଶେଷ ଓ ଜାନୁଆରୀ ପ୍ରାରମ୍ଭକୁ ସମଗ୍ର ବିଶ୍ୱରେ ନୂଆବର୍ଷ ବୋଲି ପାଳନ ମଧ୍ୟ କରାଯାଏ | କିନ୍ତୁ ଓଡ଼ିଆ ପର୍ବ ପର୍ବାଣି ଓଡ଼ିଆ ପାଞ୍ଜି ବା କ୍ୟାଲେଣ୍ଡରକୁ ଆଧାରକରି ପ୍ରସ୍ତୁତ ହୋଇଥାଏ |

Odia calendar 2023 February
ଏହି ମାସରେ ମାଘ ପୁର୍ନମି, ଶିବରାତ୍ରି ( ଜାଗର ), କୁମ୍ଭ ସଂକ୍ରାନ୍ତି ଆଦି ଉତ୍ସବ ପାଳନ କରାଯିବ |

Odia calendar 2023 March
ଏହି ମାସରେ ( phalguna masam 2023) ଫଗୁ ଦଶମୀ, ଦୋଳ ପୁର୍ନମି, ହୋଲି, ଅଶୋକା ଅଷ୍ଟମୀ ଓ ଶ୍ରୀ ରାମ ନବମୀ ଉତ୍ସବ ପାଳନ କରାଯିବ | ଏହା ସହିତ ରମଯାନ ମାସର ଆରମ୍ଭ ହେବ |

Odia calendar 2023 April
ସ୍ୱତନ୍ତ୍ର ଓଡିଶା ଗଠନ ଦିବସ ଭାବରେ ପରିଗଣିତ ଉତ୍କଳ ଦିବସ ଏହି ମାସରେ ପଡିଥାଏ | ଚୈତ୍ର ପୁର୍ଣିମା, Good Friday, ମହାବିଷୁଭ ପଣା ସଂକ୍ରାନ୍ତି, ଇଦୁଲଫିତର ମାସ ଶେଷ , ଅକ୍ଷୟ ତୃତୀୟା ଆଦି ଏହି ମାସରେ ପଡ଼େ |

Odia Calendar 2023 may
ଏହି May ମାସରେ ଶ୍ରମିକ ଦିବସ, ନୃସିଂହ ଜନ୍ମ, ଚନ୍ଦନ ପୁର୍ଣିମା, ବୁଦ୍ଧ ଜୟନ୍ତୀ, ବୃଷ ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ, ଗଙ୍ଗା ଦଶହରା ଆଦି ପାଳନ କରାଯାଏ |

Odia Calendar 2023 June
ଏହି ମାସରେ ଦେବସ୍ନାନ ପୁର୍ନମି, ରଜ(ମିଥୁନ ସଂକ୍ରାନ୍ତି ), ନେତ୍ରଉତ୍ସବ, ଶ୍ରୀ ଗୁଣ୍ଡିଚା,ବାହୁଡା ରଥ ଯାତ୍ରା, ଇଦୁଲ ଜୁହା, ସୁନା ବେଶ ଆଦି ଉତ୍ସବ ପାଳନ କରାଯାଏ |

ଅନ୍ୟ ସନ୍ଦର୍ଭକୁ ପଢନ୍ତୁ
Hariharan Sankatmochan Hanuman Ashtak lyrics Odia
Odia calendar July 2023
ଏହି July ମାସରେ ବ୍ୟାସ ବା ଗୁରୁ ପୁର୍ଣିମା, କର୍କଟ ସଂକ୍ରାନ୍ତି, ଚିତାଲାଗି ଅମାବାସ୍ୟା, ମହରମ, ଶିବ ଚତୁର୍ଦଶୀ ଆଦି ଉତ୍ସବ ପାଳନ କରାଯାଏ |

Odia calendar August 2023
ଏହି ମାସରେ ଶ୍ରାବଣ ପୁର୍ଣିମା, ସ୍ୱାଧୀନତା ଦିବସ, ସିଂହ ସଂକ୍ରାନ୍ତି, ଗମ୍ହା ପୁର୍ଣିମା, ବଳଭଦ୍ର ଜନ୍ମ, ରକ୍ଷା ବନ୍ଧନ ଆଦି ଉତ୍ସବ ପାଳନ କରାଯାଏ |

Odia calendar 2023 September
ଏହି ମାସରେ ଖୁଦୁରୁକୁଣୀ ଓଷା, ଗୁରୁ ଦିବସ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, କନ୍ୟା ସଂକ୍ରାନ୍ତି, ବିଶ୍ୱକର୍ମା ପୂଜା, ଗଣେଶ ଚତୁର୍ଥୀ ପୂଜା, ନୂଆ ଖାଇ, ଶ୍ରୀରାଧା ଅଷ୍ଟମୀ, ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ, ଇଂଦ୍ରତ୍ସବ ପୁର୍ଣିମା ଆଦି ଉତ୍ସବ ପାଳନ କରାଯାଏ | Nuakhai 2023 on 20 September wed |

Odia calendar October 2023
ଏହି ମାସରେ ଗାନ୍ଧୀ ଜୟନ୍ତୀ, ମୂଳାଷ୍ଟମୀ, ମହାଳୟା ଅମାବାସ୍ୟା, ତୁଳା (ଗର୍ଭଣା ) ସଂକ୍ରାନ୍ତି, ଦୁର୍ଗା ପୂଜା, କୁମାର ପୂର୍ଣ୍ଣମା, ଗଜଲକ୍ଷ୍ମୀ ପୂଜା ଆଦି ଉତ୍ସବ ପାଳନ କରାଯାଏ | କୁମାର ପୁର୍ଣିମାକୁ ଶରଦ ପୁର୍ଣିମା ମଧ୍ୟ କୁହାଯାଏ | ଏହି ଦିନ ଚନ୍ଦ୍ର ସମ୍ପୂର୍ଣ ଭାବରେ ଉଜ୍ଜ୍ୱଳ ଦେଖାଯାଏ | ଏହା ମାନ୍ୟତା ଅଛିଯେ ଶରଦ ପୁର୍ଣିମା ଦିନ ଯେଉଁ ରଶ୍ମି ଚନ୍ଦ୍ରଠାରୁ ଆସିଥାଏ ତାହା ଅମୃତ ସହ ସମାନ | ଓଡ଼ିଶାରେ କୁମାର ପୂର୍ଣ୍ଣମା ଉତ୍ସବକୁ କିଏ ନଜାଣେ | ଏହିଦିନ କୃଷ୍ଣ ରାଧାଙ୍କ ସହ ମହାରାଶ ରଚିଥିଲେ |
kumar purnima 2023 odia calendar on 28 October

Odia calendar 2023 November
ଏହି ମାସରେ ଶ୍ୟାମାକାଳୀ ପୂଜା, ଦୀପାବଳି ଅମାବାସ୍ୟା, ଗୋବର୍ଧନ ପୂଜା, ବିଛା ସଂକ୍ରାନ୍ତି, କାର୍ତ୍ତିକେୟ ପୂଜା, ଅଁଳା ନବମୀ, ରାଧା ପାଦଦର୍ଶନ, ତୁଳସୀ ବିବାହ, ବଡ଼ଓଷା, ରସ ପୁର୍ଣିମା, ବଳି ଯାତ୍ରା, ଛାଡଖାଇ (chhadakhai 2023 date 28 Nov Tuesday ) ଉତ୍ସବ ପାଳନ କରାଯାଏ |

Odia calendar 2023 December
ଏହି December ବା ମାର୍ଗଶିର ମାସରେ ସୀତା ବିବାହ, ପ୍ରଥମ ଅଷ୍ଟମୀ, କାଞ୍ଜିଅଁଳା ନବମୀ, ମାଣବସା, ମହୋଦଧି ଅମାବାସ୍ୟା, ରମ୍ଭା ତୃତୀୟା, ଧନୁ ସଂକ୍ରାନ୍ତି, ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ | Margasira masa 2023 December ଓ January ମଧ୍ୟରେ ପଡ଼େ | Margashirsha month 2023 November 28 ରୁ December 26 | Bata osha 2023 and danda pahara 2023 on 28 December .

ଓଡିଶା ଗମେଣ୍ଟ ଜବ ପାଇଁ ଏଠାରେ କ୍ଲିକ କରନ୍ତୁ | Click here