Deojhar Waterfall Reviews (Odisha, cuttack) recent 2023

ଦେଓଝର ଜଳପ୍ରପାତ(Deojhar Waterfall Reviews) ଓଡ଼ିଶାର ଏକ ମୁଖ୍ୟ ଭ୍ରମଣ ଆକର୍ଷଣ | ଅନେକ tourist ଏହି ଜାଗା ବିଷୟରେ ଜାଣିନଥିଲେ ମଧ୍ୟ ଏହା ଏକ ସୁନ୍ଦର ଆକର୍ଷଣୀୟ ସ୍ଥାନ | ଏହି ଦେଓଝର କୁ ସେଠାକାର local ଲୋକମାନେ ଦିଅଂଝର ବୋଲି ଉଚ୍ଚାରଣ କରିଥାନ୍ତି | ଏହି ଜାଗାକୁ ଯେ କୌଣସି ଲୋକ bike କିମ୍ବା car ରେ ଯାଇପାରିବେ | ଆସନ୍ତୁ ଏହି ଜଳପ୍ରପାତ ବିଷୟରେ କିଛି ତଥ୍ୟ ଜାଣିବା |

Deojhar waterfall in which district ?

ଏହି ଜଳପ୍ରପାତଟି କଟକ ଜିଲ୍ଲା, ନରସିଂହପୁର ବ୍ଲକ ରେ ପଡେ | କଟକଠାରୁ 100 km ଦୂରରେ ଅବସ୍ଥିତ ବଡମ୍ବା ଅଂଚଳ ଯିବାପରେ ସେଠାରୁ ୧୫ kilometer ପରେ Champeswar ବଜାର ଆସିଥାଏ | ଏହି Champeswar ଠାରୁ ଜଙ୍ଗଲ ଭିତରକୁ ୧୫ kilometer ଯିବାପରେ Deojhara Waterfall ଆସିଥାଏ | ଏହି ପାଖାପାଖି ଦୁଇଟି ଜଳପ୍ରପାତ ଅଛି | ଅନ୍ୟ ଜଳପ୍ରପାତଟି ହେଉଛି ଡାବର ଖୋଲ |

Deojhar waterfall review

Deojhar waterfall distance from Bhubaneswar

ଭୁବନେଶ୍ୱର ଠାରୁ ପ୍ରାୟ 105 kilometer ଦୂରତା ରେ ଏହି waterfall ପଡେ (Deojhar waterfall distance from Bhubaneswar is nearly 105 km)| ସେଥିପାଇଁ ପ୍ରଥମେ ଭୁବନେଶ୍ୱର ଠାରୁ ଖୋର୍ଦ୍ଧା ଯିବା ପାଇଁ ପଡେ, ତାପରେ ଖୋର୍ଦ୍ଧା ଠାରୁ ବାଘମାରି ଦେଇ କଳାପଥର ଏବଂ ତାପରେ ସିଂହନାଥ bridge ଦ୍ୱାରା ମହାନଦୀ ପାର ହେବାପାଇଁ ପଡିଥାଏ | ମହାନଦୀ ପାର ହେବାପରେ ଗୋପୀନାଥପୁର ଦେଇ ବଡମ୍ବା ଗାନ୍ଧୀ ଛକରେ ବାହାରିବେ | ଏହାପରେ ସେଠାରୁ ଚମ୍ପେଶ୍ୱର ଛକକୁ ଗଲେ ସେଠାରୁ Deojhara waterfall କୁ ରାସ୍ତା ମିଳିବ |

Precautions of Deojhar Waterfall ( କେଉଁ କେଉଁ ସାବଧାନତା ଅବଲମ୍ବନ କରିବେ )

ଯାତ୍ରା ଯେତେ ରୋମାଞ୍ଚକର ହୋଇଥାଏ ସେତିକି ଜଟିଳ ମଧ୍ୟ ହେଇଥାଏ | ଯେହେତୁ ଏହି ଜଳପ୍ରପାତଟି ଜଙ୍ଗଲ ଏବଂ ପାହାଡ ଦ୍ୱାରା ଘେରି ହେଇଅଛି ତେଣୁ ସେଠାକୁ ଯିବା ସମୟରେ କିଛି ସାବଧାନତା ରକ୍ଷ୍ୟା କରିବେ |

  • ସେଠାରେ mobile tower ଆସେନାହିଁ ତେଣୁ ସମସ୍ତେ ପାଖା ପାଖି ହୋଇରହିବେ |
  • ଖରା ଓ ସନ୍ଧ୍ୟା ସମୟରେ ହାତୀ ପାଣି ପିଇବା ପାଇଁ ଆସିପାରନ୍ତି ତେଣୁ forest guard ଏବଂ local ଲୋକମାନଙ୍କ ମନ୍ତବ୍ୟ ମାନିବେ |
  • July ମାସରେ ଏହି ଜାଗାଟି ଅତ୍ୟନ୍ତ ସୁନ୍ଦର ଦେଖାଯାଏ ଏବଂ ଜଳର ପରିମାଣ ଠିକ ଥାଏ | କିନ୍ତୁ August ମାସରେ ଅତ୍ୟଧିକ ବର୍ଷା ଯୋଗୁ ଜଳର ପରିମାଣ ବହୁତ ଅଧିକ ଥାଏ ଏହା ଭ୍ରମଣକାରୀଙ୍କ ପାଇଁ ବିପଦଜନକ |
  • ଖାଦ୍ୟ ଯଦି ବାହାରୁ ନେଇକିଯାଆନ୍ତି ତେବେ ବହୁତ ଭଲ |

Read other articles

Asali panchang odia calendar 2023

Hariharan Sankatmochan Hanuman Ashtak lyrics Odia

Hanuman Chalisa Odia lyrics

Nearby visiting places of Deojhar ( ଦେଓଝରର ନିକଟବର୍ତୀ ଭ୍ରମଣ ସ୍ଥାନ )

ଯେହେତୁ Deojhara ବଡମ୍ବା ଓ ନରସିଂହପୁର ମଝିରେ ପଡ଼େ, ତେଣୁ ଏହା ନିକଟବର୍ତୀ ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି ଯେପରିକି ଡାବର ଖୋଲ, ଗୋପୀନାଥପୁର T bridge , ସିଂହନାଥ ମନ୍ଦିର, ବଡମ୍ବା ଭଟାରିକା ମନ୍ଦିର, ଚାମ୍ପେଶ୍ୱରର ଚମ୍ପାନାଥ ମନ୍ଦିର | ଏହି ଚମ୍ପାନାଥ ମନ୍ଦିରର ପୋଖରୀରେ ଅନେକ ବଡ଼ ବଡ଼ କଇଁଛ ଅଛନ୍ତି, ଯାହାକି ମୁଖ୍ୟ ଆକର୍ଷଣ ଅଟେ | ବାଣେଶ୍ବର ମନ୍ଦିର, ପ୍ରଗଳା ପୀଠ, କଣ୍ଟିଲୋ ନୀଳମାଧବ ମନ୍ଦିର, ସିଦ୍ଧମୂଳ ର ଗୋକୁଳାନନ୍ଦ ରିସୋର୍ଟ ଏବଂ ସାତକୋଶିଆ ଗଣ୍ଡ ମୁଖ୍ୟ ଆକର୍ଷଣ |

ଉପସଂହାର

ଓଡ଼ିଶାର ଭୁବନେଶ୍ୱର ନିକଟବର୍ତୀ ଅନେକ ପ୍ରକୁର୍ତ୍ତୀକ ଦର୍ଶନୀୟ ସ୍ଥାନ ରହିଛି ଯାହାକି ଓଡିଶା tourisim କୁ ପ୍ରୋତ୍ସାହନ ଦେଇଥାଏ | Click here to know more .

Leave a Reply

Your email address will not be published. Required fields are marked *